Skip to main content

ମୋ ରାଜ୍ୟ ଓଡ଼ିଶା

ଓଡ଼ିଶାର ଚତୁଃସୀମା
ଓଡ଼ିଶାର ଉତ୍ତରପୂର୍ବ ଦିଗରେ ପଶ୍ଚିମବଂଗ, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ଉତ୍ତରରେ ବିହାର, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ମଧ୍ୟପ୍ରଦେଶ ଅବସ୍ଥିତ ।
ସଂକ୍ଷେପରେ ଓଡ଼ିଶା
ପ୍ରଦେଶର ନାମ    – ଓଡ଼ିଶା
ରାଜଧାନୀ    –  ଭୁବନେଶ୍ୱର
ଭାଷା        –   ଓଡ଼ିଆ
ଆୟତନ    –   ୧୫୫୭୦୭ ବର୍ଗକିଲୋମିଟର
ଜନସଂଖ୍ୟା    –  ୩,୬୭,୦୬,୯୨୦
ଜନସଂଖ୍ୟା ବୃଦ୍ଧିହାର – ୧୫.୯୪% (୧୯୯୧ରୁ ୨୦୦୧)
ଘନତ୍ୱ – ୨୩୬ (ହାରାହାରି) ପ୍ରତି ବର୍ଗ କି.ମି.ରେ
ଲିଂଗ ଅନୁପାତ – ପ୍ରତି ୧୦୦୦  ପୁରୁଷରେ ୯୭୨ ଜଣ ମହିଳା
ସାକ୍ଷରତା ହାର – ୬୩.୬୧%
ପୁରୁଷ – ୭୫.୯୫%
ମହିଳା – ୫୦.୯୭%
ଜନବହୁଳ ଜିଲ୍ଲା – ଗଂଜାମ
ସ୍ୱଳ୍ପ ଜନବହୁଳ ଜିଲ୍ଲା – ଦେବଗଡ଼
ପ୍ରତି ବର୍ଗ କି.ମି.ରେ ଅଧିକ ଲୋକ ବାସ କରୁଥିବା ଜିଲ୍ଲା – ଖୋର୍ଦ୍ଧା
ପ୍ରତି ବର୍ଗ କି.ମି.ରେ କମ୍‌ ଲୋକ ବାସ କରୁଥିବା ଜିଲ୍ଲା-କନ୍ଧମାଳ
ଓଡ଼ିଶାର ଏକ ବିହଙ୍ଗାବଲୋକନ
ଓଡ଼ିଶାର ରାଜସ୍ୱ ଡିଭିଜନ ସଂଖ୍ୟା          –    ୩
ଓଡ଼ିଶାର ଜିଲ୍ଲା ସଂଖ୍ୟା                       –    ୩୦
ଓଡ଼ିଶାର ସବ୍‌ଡିଭିଜନ ସଂଖ୍ୟା              –    ୫୭
ଓଡ଼ିଶାର ତହସିଲ ସଂଖ୍ୟା                   –    ୧୧୪
ଓଡ଼ିଶାର କୃଷି ଜିଲ୍ଲା ସଂଖ୍ୟା                 –    ୩୦
ଓଡ଼ିଶାର ଶିକ୍ଷା ଜିଲ୍ଲା ସଂଖ୍ୟା                –    ୫୬
ଓଡ଼ିଶାର ପଶୁପାଳନ ଜିଲ୍ଲା ସଂଖ୍ୟା        –    ୧୬
ଓଡ଼ିଶାର ପୁଲିସ୍‌ ଜିଲ୍ଲା ସଂଖ୍ୟା              –    ୧୫
ଓଡ଼ିଶାର ମ୍ୟୁନିସ୍‌ପାଲଟି ସଂଖ୍ୟା           –    ୨୭
ଓଡ଼ିଶାର ଏନ୍‌.ଏ.ସି. ସଂଖ୍ୟା                –    ୬୯
ଓଡ଼ିଶାର ଥାନା ସଂଖ୍ୟା                      –    ୪୦୦
ଓଡ଼ିଶାର ସହର ସଂଖ୍ୟା                      –    ୧୦୮
ଓଡ଼ିଶାର ବୃହତ୍ତମ ସହର ସଂଖ୍ୟା           –    ୬
ଓଡ଼ିଶାର ଗ୍ରାମ୍ୟ ସଂଖ୍ୟା                      –    ୫୦,୮୫୪
ଓଡ଼ିଶାର ଗ୍ରାମ ପଞ୍ଚାୟତ ସଂଖ୍ୟା           –    ୩,୮୩୦
ଓଡ଼ିଶାର ପଞ୍ଚାୟତ ସମିତି ସଂଖ୍ୟା           –    ୩୧୪
ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳୀ ସଂଖ୍ୟା   –    ୨୧
ଓଡ଼ିଶାର ବିଧାନସଭା ନିର୍ବାଚନମଣ୍ଡଳୀ ସଂଖ୍ୟା    –    ୧୪୭
ଓଡ଼ିଶାର ରାଜ୍ୟସଭା ପାଇଁ ଉଦ୍ଦିଷ୍ଟ ଆସନ ସଂଖ୍ୟା –    ୧୦
ଓଡ଼ିଶାର ବିଧାନସଭାରେ ହରିଜନମାନଙ୍କ ନିମନ୍ତେ ସଂରକ୍ଷିତ ନିର୍ବାଚନମଣ୍ଡଳୀ ସଂଖ୍ୟା –    ୧୮
ଓଡ଼ିଶାର ବିଧାନସଭାରେ ଆଦିବାସୀମାନଙ୍କ ନିମନ୍ତେ ସଂକ୍ଷକ୍ଷିତ ନିର୍ବାଚନମଣ୍ଡଳୀ ସଂଖ୍ୟା   –    ୩୯
ଓଡ଼ିଶାରେ ଲୋକସଭା ପାଇଁ (ହରିଜନ ସଂରକ୍ଷିତ ନିର୍ବାଚନମଣ୍ଡଳୀ)  ସଂଖ୍ୟା                –    ୩
ଓଡ଼ିଶାରେ ଲୋକସଭା ପାଇଁ (ଆଦିବାସୀ ସଂରକ୍ଷିତ ନିର୍ବାଚନମଣ୍ଡଳୀ)  ସଂଖ୍ୟା              –    ୫
ଓଡ଼ିଶାର ବିଶ୍ୱବିଦ୍ୟାଳୟ ସଂଖ୍ୟା                   –    ୯
ଓଡ଼ିଶାର ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା             –    ୫,୧୨୮
ଓଡ଼ିଶାର ନିମ୍ନ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା       –    ୧୦,୪୪୮
ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟ ସଂଖ୍ୟା            –    ୫୨,୧୪୫
ଓଡ଼ିଶାର ମେଡ଼ିକାଲ କଲେଜ ସଂଖ୍ୟା            –    ୩
ଓଡ଼ିଶାର ହୋମିଓପାଥିକ କଲେଜ ସଂଖ୍ୟା       –    ୫
ଓଡ଼ିଶାର ଆୟୁର୍ବେଦ କଲେଜ ସଂଖ୍ୟା             –    ୪
ଓଡ଼ିଶାର ଶିକ୍ଷକ ଟ୍ରେନିଂ କଲେଜ ସଂଖ୍ୟା        –    ୧୮
ଓଡ଼ିଶାର ଇଂଜିନିୟରିଂ କଲେଜ ସଂଖ୍ୟା        –    ୪
ଓଡ଼ିଶାର ଇଂଜିନିୟରିଂ ସ୍କୁଲ ସଂଖ୍ୟା            –    ୧୫
ଓଡ଼ିଶାର ଶିକ୍ଷକ ତାଲିମ୍‌କେନ୍ଦ୍ର ସଂଖ୍ୟା          –    ୬୧
ଓଡ଼ିଶାର ନବୋଦୟ ବିଦ୍ୟାଳୟ ସଂଖ୍ୟା        –    ୧୨
ଓଡ଼ିଶାର ଅନ୍ଧ, ମୂକ, ବଧିର ଶିକ୍ଷାନୁଷ୍ଠାନ ସଂଖ୍ୟା    –    ୧୬
ଓଡ଼ିଶାର ସରକାରୀ ଆଇନ କଲେଜ ସଂଖ୍ୟା        –    ୬
ଓଡ଼ିଶାର ପୌଢ଼ଶିକ୍ଷା କେନ୍ଦ୍ର ସଂଖ୍ୟା            –    ୧୧,୭୦୦
ଓଡ଼ିଶାର ସଂସ୍କୃତ ଟୋଲ ସଂଖ୍ୟା               –    ୧୪୩
ଓଡ଼ିଶାର ସଂସ୍କୃତ ବିଦ୍ୟାଳୟ ସଂଖ୍ୟା          –    ୧୩୬
ଓଡ଼ିଶାର ବେତାର କେନ୍ଦ୍ର ସଂଖା                 –    ୯
ଓଡ଼ିଶାର ଦୂରଦର୍ଶନ କେନ୍ଦ୍ର ଓ ପ୍ରସାରଣକେନ୍ଦ୍ର ସଂଖ୍ୟା    –    ୫
ଓଡ଼ିଶାର ସରକାରୀ ଡାକ୍ତରଖାନା ସଂଖ୍ୟା          –    ୯୩୦
 (ଏଲୋପାଥିକ, ହୋମିଓପାଥିକ ଏବଂ ଆୟୁର୍ବେଦିକ)
ଓଡ଼ିଶାର ରାଜସ୍ୱ ଡିଭିଜନ
ରାଜସ୍ୱ ଡିଭିଜନ ଦୃଷ୍ଟିରୁ ଓଡ଼ିଶାକୁ ୩ଗୋଟି ରାଜସ୍ୱ ଡିଭିଜନରେ ବିଭକ୍ତ କରାଯାଇଅଛି ।
କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ : ଏହାର ମୁଖ୍ୟ କାର୍ଯ୍ୟାଳୟ କଟକଠାରେ ଅବସ୍ଥିତ । କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ପ୍ରଭୃତି ଜିଲ୍ଲାଗୁଡ଼ିକ ଏହି ରାଜସ୍ୱ ଡିଭିଜନ ଅନ୍ତର୍ଗତ ଅଟନ୍ତି ।
ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ : ଏହି ଡିଭିଜନର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁରଠାରେ ଅବସ୍ଥିତ । ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବରଗଡ଼, ଢେଙ୍କାନାଳ, ଅନୁଗୋଳ ଓ କେଉଁଝର ଜିଲ୍ଲାଗୁଡ଼ିକ ଏହି ଡିଭିଜନ ଅନ୍ତର୍ଗତ ।
ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନ : ଏହାର ମୁଖ୍ୟ କାର୍ଯ୍ୟାଳୟ ବ୍ରହ୍ମପୁରଠାରେ ଅବସ୍ଥିତ । ଗଂଜାମ, ଗଜପତି, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ମାଲକାନଗିରି, ରାୟଗଡ଼ା, ନବରଂଗପୁର, ଫୁଲବାଣୀ ଓ ବଉଦ ଜିଲ୍ଲା ଏହି ଡିଭିଜନ ଅନ୍ତର୍ଗତ ।

ଯଦି ମୁଁ କୌଣସି କ୍ଷେତ୍ରରେ ଭୁଲ୍‌ ଥାଏ, ତେବେ ଦୟାକରି ମତୋ କ୍ଷମା କରିଦେବେ ଏବଂ ମୋ ତ୍ରୁଟି ସଂଶୋଧନ କରିବେ । ଧନ୍ୟବାଦ ।

ଆପଣଙ୍କର ବିଶ୍ୱସ୍ତ
ମହମ୍ମଦ ରିଆଜ

Comments

Popular posts from this blog

Kohinoor Odia Calendar 2025 | odia calendar 2025

  Find the latest Kohinoor Odia Calendar 2025 and complete guide about the Holidays which falls according to odia calendar 2025 with Tithis . ସମ୍ପୂର୍ଣ ବିବରଣୀ ପାଆନ୍ତୁ ଏଠାରେ odia calendar 2025 ର, ଏବଂ ପ୍ରତି ମାସରେ ପଡୁଥିବା ତିଥି ମଧ୍ୟ ଏଠାରେ ସଂଯୁକ୍ତ । 👉 Odia calendar 2025 pdf download 👈 Odia calendar January 2025 ପର୍ବଦିନ Odia calendar January 2025 ତା୧        ଇଂରାଜୀ ନୂତନ ବର୍ଷ ସନ ୨୦୨୫ ମସିହା ପ୍ରବେଶ ଆରମ୍ଭ , ଦ୍ଵିତୀୟାର ଚନ୍ଦ୍ର ଦର୍ଶନ , ଶରଣ ଆରମ୍ଭ ତା୫        ଶରଣ ଶେ ତା୯        ଶାମ୍ବଦଶମୀ ଓ ସୁଦଶା ବ୍ରତ ତା୧୦     ପୁତ୍ରଦା ଏକାଦଶୀ ଉପବାସ ଓ ହ.ନି. ତା୧୨     ସ୍ବାମୀ ବିବେକାନନ୍ଦ ଜୟନ୍ତୀ , ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ତା୧୩     ପୌଷ ପୂର୍ଣ୍ଣିମା , ଚନ୍ଦ୍ର ପୂଜା , ମହୋଦଧି ଆରତୀ , ନବାଙ୍କ ବେଢ଼ା , ମାସାନ୍ତ ତା୧୪     ଉତ୍ତରାୟଣ ମକର ସଂକ୍ରାନ୍ତି , ପୋଙ୍ଗଲ , ମାଘବ୍ରତାରମ୍ଭ ଓ ହ.ନି. , ତା୧୫     ପୁଷ୍ୟା ଭିଷେକ ଓ ରାଜା ଭିଷେକ ତା୨୩    ...

publishers in orissa

1. Grantha Mandir      Binode Behari, Cuttack-2    ph : 0671-2308234    E-mail : granthmandir@indiatimes.com / manojctc@hotmail.com    for pdf file of complete  catalogue click on Grantha Mandir 2. Orissa Book Store    Binode Behari, Cuttack-2    ph : 0671-2308873    for pdf file of complete  catalogue  click on  Orissa Book Store 3. Friends Publishers    Binode Behari, Cuttack-2    ph : 0671-2308873 4. Nalanda Publishers    Binode Behari, Cuttack-2    for pdf file of complete  catalogue  click on Nalanda Publishers 5. Prachi Sahitya Prakashan    Binode Behari, Cuttack-2 6. Books & Books    Binode Behari, Cuttack-2 7. Vidyapuri    Binode Behari, Cuttack-2 8. Satyanarayan Book Store    Binode Behari, Cuttack-2 9. Jagannath Rat...

artificial intelligence in odia

  ସେହି ସମସ୍ତ ସାଇ-ଫାଇ ଚଳଚ୍ଚିତ୍ର ଯାହାକୁ ଆମେ ପିଲାବେଳେ ଦେଖୁଥିଲୁ ପ୍ରାୟତ ଆମକୁ ଆଶ୍ଚର୍ଯ କରିଦିଏ ଏବଂ ଆମ ମଧ୍ୟରୁ ଅଧିକାଂଶ ଦିନେ ସେହି ମାନବ ପରି ରୋବଟ୍ ଗଠନ କରିବାକୁ ଇଚ୍ଛା କରନ୍ତି । ଆମେ ବୈଷୟିକ ପ୍ରଗତିର ଏକ ବିରାଟ ତରଙ୍ଗର ସାକ୍ଷୀ ରହିଛୁ ଯାହା ଆମ ଦୈନନ୍ଦିନ କାର୍ଯ୍ୟକଳାପକୁ ସରଳ କରିଥାଏ । ଏହି ବୈଷୟିକ ଉଦ୍ଭାବନଗୁଡ଼ିକ ମଧ୍ୟରେ କୃତ୍ରିମ ବୁଦ୍ଧି (AI) ହେଉଛି ଏକ ମୌଳିକ ଉପାଦାନ ଯାହା ଗଣନାକାରୀ ଉପକରଣ ଏବଂ ସିଷ୍ଟମରେ ମାନବ ବୁଦ୍ଧିର ଅନୁକରଣ ସହିତ ନିଜକୁ ଜଡିତ କରେ | ପ୍ରାୟ ସମସ୍ତ ଶିଳ୍ପ ଡିଜିଟାଲ୍ ବିପ୍ଳବକୁ କାର୍ଯ୍ୟକାରୀ କରିବା ପାଇଁ AI ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି ଯାହା ଏହାକୁ ସମସାମୟିକ କ୍ୟାରିୟରର ସବୁଠାରୁ ପ୍ରମୁଖ ଉପାଦାନ ଭାବରେ ଗଢିଛି ।   ଏହି ବ୍ଲଗ୍ ମାଧ୍ୟମରେ , ଆମେ ଆପଣଙ୍କୁ କୃତ୍ରିମ ଇଣ୍ଟେଲିଜେନ୍ସରେ କ୍ୟାରିଅର୍ କିପରି କରିବେ , ପାଠ୍ୟକ୍ରମଗୁଡିକ ଏବଂ ଏହାର ବ୍ୟାପକ ପରିସର ଉପରେ ଏକ ସମ୍ପୂର୍ଣ୍ଣ ଗାଇଡ୍ ପ୍ରଦାନ କରିବୁ । ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ କଣ ? What is AI (Artificial Intelligence) କୃତ୍ରିମ ବୁଦ୍ଧିମତା ଅର୍ଥ – କୃତ୍ରିମ ଉପାୟରେ ବିକଶିତ intellectual ଦକ୍ଷତା | କୃତ୍ରିମ ବୁଦ୍ଧିର ପିତା ଜନ୍ ମାକାରଥୀଙ୍କ   ଅନୁଯାୟୀ , ବୁଦ୍ଧିମାନ ମେସିନ୍ ତିଆରି କରିବାର ବିଜ୍ଞାନ ଏବଂ ଇଞ୍ଜିନିୟରିଂ , ବିଶେଷକରି ବୁଦ୍ଧିମାନ...