Find the latest Kohinoor Odia Calendar 2025 and complete guide about the Holidays which falls according to odia calendar 2025 with Tithis . ସମ୍ପୂର୍ଣ ବିବରଣୀ ପାଆନ୍ତୁ ଏଠାରେ odia calendar 2025 ର, ଏବଂ ପ୍ରତି ମାସରେ ପଡୁଥିବା ତିଥି ମଧ୍ୟ ଏଠାରେ ସଂଯୁକ୍ତ । 👉 Odia calendar 2025 pdf download 👈 Odia calendar January 2025 ପର୍ବଦିନ Odia calendar January 2025 ତା୧ ଇଂରାଜୀ ନୂତନ ବର୍ଷ ସନ ୨୦୨୫ ମସିହା ପ୍ରବେଶ ଆରମ୍ଭ , ଦ୍ଵିତୀୟାର ଚନ୍ଦ୍ର ଦର୍ଶନ , ଶରଣ ଆରମ୍ଭ ତା୫ ଶରଣ ଶେ ତା୯ ଶାମ୍ବଦଶମୀ ଓ ସୁଦଶା ବ୍ରତ ତା୧୦ ପୁତ୍ରଦା ଏକାଦଶୀ ଉପବାସ ଓ ହ.ନି. ତା୧୨ ସ୍ବାମୀ ବିବେକାନନ୍ଦ ଜୟନ୍ତୀ , ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା ତା୧୩ ପୌଷ ପୂର୍ଣ୍ଣିମା , ଚନ୍ଦ୍ର ପୂଜା , ମହୋଦଧି ଆରତୀ , ନବାଙ୍କ ବେଢ଼ା , ମାସାନ୍ତ ତା୧୪ ଉତ୍ତରାୟଣ ମକର ସଂକ୍ରାନ୍ତି , ପୋଙ୍ଗଲ , ମାଘବ୍ରତାରମ୍ଭ ଓ ହ.ନି. , ତା୧୫ ପୁଷ୍ୟା ଭିଷେକ ଓ ରାଜା ଭିଷେକ ତା୨୩ ...
Comments
Post a Comment