Skip to main content

Posts

Showing posts from August, 2016

ମୋ ରାଜ୍ୟ ଓଡ଼ିଶା

ଓଡ଼ିଶାର ଚତୁଃସୀମା ଓଡ଼ିଶାର ଉତ୍ତରପୂର୍ବ ଦିଗରେ ପଶ୍ଚିମବଂଗ, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ଉତ୍ତରରେ ବିହାର, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ମଧ୍ୟପ୍ରଦେଶ ଅବସ୍ଥିତ । ସଂକ୍ଷେପରେ ଓଡ଼ିଶା ପ୍ରଦେଶର ନାମ    – ଓଡ଼ିଶା ରାଜଧାନୀ    –  ଭୁବନେଶ୍ୱର ଭାଷା        –   ଓଡ଼ିଆ ଆୟତନ    –   ୧୫୫୭୦୭ ବର୍ଗକିଲୋମିଟର ଜନସଂଖ୍ୟା    –  ୩,୬୭,୦୬,୯୨୦ ଜନସଂଖ୍ୟା ବୃଦ୍ଧିହାର – ୧୫.୯୪% (୧୯୯୧ରୁ ୨୦୦୧) ଘନତ୍ୱ – ୨୩୬ (ହାରାହାରି) ପ୍ରତି ବର୍ଗ କି.ମି.ରେ ଲିଂଗ ଅନୁପାତ – ପ୍ରତି ୧୦୦୦  ପୁରୁଷରେ ୯୭୨ ଜଣ ମହିଳା ସାକ୍ଷରତା ହାର – ୬୩.୬୧% ପୁରୁଷ – ୭୫.୯୫% ମହିଳା – ୫୦.୯୭% ଜନବହୁଳ ଜିଲ୍ଲା – ଗଂଜାମ ସ୍ୱଳ୍ପ ଜନବହୁଳ ଜିଲ୍ଲା – ଦେବଗଡ଼ ପ୍ରତି ବର୍ଗ କି.ମି.ରେ ଅଧିକ ଲୋକ ବାସ କରୁଥିବା ଜିଲ୍ଲା – ଖୋର୍ଦ୍ଧା ପ୍ରତି ବର୍ଗ କି.ମି.ରେ କମ୍‌ ଲୋକ ବାସ କରୁଥିବା ଜିଲ୍ଲା-କନ୍ଧମାଳ ଓଡ଼ିଶାର ଏକ ବିହଙ୍ଗାବଲୋକନ ଓଡ଼ିଶାର ରାଜସ୍ୱ ଡିଭିଜନ ସଂଖ୍ୟା          –    ୩ ଓଡ଼ିଶାର ଜିଲ୍ଲା ସଂଖ୍ୟା                  ...