orissa

Sunday, 10 November 2024

Kohinoor Odia Calendar 2025 | odia calendar 2025

 

Find the latest Kohinoor Odia Calendar 2025 and complete guide about the Holidays which falls according to odia calendar 2025 with Tithis. ସମ୍ପୂର୍ଣ ବିବରଣୀ ପାଆନ୍ତୁ ଏଠାରେ odia calendar 2025ର, ଏବଂ ପ୍ରତି ମାସରେ ପଡୁଥିବା ତିଥି ମଧ୍ୟ ଏଠାରେ ସଂଯୁକ୍ତ

👉Odia calendar 2025 pdf download👈

Odia calendar January 2025



ପର୍ବଦିନ Odia calendar January 2025

ତା୧       ଇଂରାଜୀ ନୂତନ ବର୍ଷ ସନ ୨୦୨୫ ମସିହା ପ୍ରବେଶ ଆରମ୍ଭ, ଦ୍ଵିତୀୟାର ଚନ୍ଦ୍ର ଦର୍ଶନ, ଶରଣ ଆରମ୍ଭ

ତା୫       ଶରଣ ଶେ

ତା୯       ଶାମ୍ବଦଶମୀ ଓ ସୁଦଶା ବ୍ରତ

ତା୧୦    ପୁତ୍ରଦା ଏକାଦଶୀ ଉପବାସ ଓ ହ.ନି.

ତା୧୨    ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା

ତା୧୩    ପୌଷ ପୂର୍ଣ୍ଣିମା, ଚନ୍ଦ୍ର ପୂଜା, ମହୋଦଧି ଆରତୀ, ନବାଙ୍କ ବେଢ଼ା, ମାସାନ୍ତ

ତା୧୪    ଉତ୍ତରାୟଣ ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘବ୍ରତାରମ୍ଭ ଓ ହ.ନି.,

ତା୧୫    ପୁଷ୍ୟା ଭିଷେକ ଓ ରାଜା ଭିଷେକ

ତା୨୩    ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

ତା୨୫    ଷଟ୍ତିଳା ଏକାଦଶୀ ଉପବାସ, ଓଳାଶୁଣୀ ମେଳା, ହଳ ନିଷେଧ

ତା୨୬    ସାଧାରଣତନ୍ତ୍ର ଦିବସ

ତା୨୭    ରଟନ୍ତୀ କାଳୀକା ପୂଜା

ତା୨୮    ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା ପରିକ୍ରମା, ରଟନ୍ତୀ ଚତୁର୍ଦ୍ଦଶୀ, ଚନ୍ଦ୍ରକ୍ଷୟ, ନିଶିପାଳନ, ଶରଣ ଆରମ୍ଭ, ସବେମେରାଜ୍ (ପୂର୍ବରାତ୍ରି)

ତା୨୯    ତ୍ରିବେଣୀ ଅମାବାସ୍ୟା, ମା ବିରଜା ଦେବୀଙ୍କର ଜନ୍ମୋତ୍ସବ, ହଳ ନିଷେଧ

ତା୩୦    ଦ୍ଵିତୀୟାର ଚନ୍ଦ୍ର ଦର୍ଶନ ପୂଜା ଓ ଉପବାସ, ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ

ବିବାହ-ତା.୧୮୧୯୨୦୨୧୨୨୨୪୨୭୩୦

ବ୍ରତ-ତା.୧୬ ୩୧

Odia calendar February 2025



ପର୍ବଦିନ Odia calendar February 2025

ତା୧       ବରଦା ଚତୁର୍ଥୀ ଓ ଶରଣ ଶେଷ

ତା୨       ଶ୍ରୀ ପଞ୍ଚମୀ ଓ ସରସ୍ବତୀ ପୂଜା

ତା୪       ମାଘ ସପ୍ତମୀ, (କୋଣାର୍କ) ଚନ୍ଦ୍ରଭାଗା ତୀର୍ଥେ ସ୍ନାନ, ଗୋବର୍ଦ୍ଧନପୀଠ ଗାରୋଇ ଆଶ୍ରମରେ ଶ୍ରୀମନ୍ଦିର ଜନ୍ମଉତ୍ସବ, ମାଛଗଁ, ଜଗତ୍ସିଂହପୁର

ତା୫       ଭୀଷ୍ମାଷ୍ଟମୀ

ତା୮       ଭୈମୀ ଏକାଦଶୀ (ବଡ଼) ଉପବାସ, ବ୍ୟାସ ସରୋବର ମେଳା, ହଳ ନିଷେଧ

ତା୯       ବରାହ ଦ୍ଵାଦଶୀ

ତା୧୦    ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ

ତା୧୧    ଜୋରନ୍ଦା ମେଳା

ତା୧୨    କୁମ୍ଭ ସଂକ୍ରାନ୍ତି, ମାଘ ପୂର୍ଣ୍ଣିମା, ଅଗ୍ନି ଉତ୍ସବ, ମାଘ ବ୍ରତ ସମାପନ ଓ ହଳ ନିଷେଧ

ତା୧୪    ସବେ-ବରାତ୍ (ପୂର୍ବରାତ୍ରି)

ତା୨୪    ପଙ୍କୋଦ୍ଧାର ଏକାଦଶୀ, ଶରଣ ଆରମ୍ଭ ଓ ହଳ ନିଷେଧ

ତା୨୬    ମହାଶିବରାତ୍ରୀ ଓ ଜାଗର

ତା୨୭    ଚନ୍ଦ୍ରକ୍ଷୟ, ନିଶିପାଳନ, ହଳନିଷେଧ

ତା୨୮    ଅମାବାସ୍ୟା

ବିବାହ-ତା୨୧୪୧୭୧୮୨୦୨୧୨୩୨୫ ରିଖ।

ବ୍ରତ-ତା୨୧୪୧୭। ରିଖ।

Odia calendar March 2025



ପର୍ବଦିନ Odia calendar March 2025

ତା୧       ଦ୍ଵିତୀୟାର ଚନ୍ଦ୍ର ଦର୍ଶନ, ଶରଣ ଶେଷ

ତା୨       ରମଜାନ ମାସ ଆରମ୍ଭ

ତା୯       ଫଗୁ ଦଶମୀ

ତା୧୦    ପାପ ନାଶିନୀ ଏକାଦଶୀ, ହଳ ନିଷେଧ

ତା୧୧    ସାମାନ୍ୟ ଗୋବିନ୍ଦ ଦ୍ଵାଦଶୀ ସ୍ନାନ

ତା୧୩    ବରାହ ଦୋଳ, ରାଜାଗ୍ନି ଓ ଓଳକଣା ମେଲଣ

ତା୧୪    ମୀନ ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମୋତ୍ସବ, ଓ ହଳ ନିଷେଧ।

ତା୧୫    ହୋଲି ଉତ୍ସବ

ତା୧୯    ପଞ୍ଚୁଦୋଳ

ତା୨୦    ସ୍କନ୍ଧ ଷଷ୍ଠୀ

ତା୨୪    ଶରଣ ଆରମ୍ଭ

ତା୨୫    ପାପାମୋଚନୀ ଏକାଦଶୀ, ତାରାତାରିଣୀ ଯାତ୍ରା, ହଳ ନିଷେଧ

ତା୨୭    ବରୁଣୀ ସ୍ନାନ

ତା୨୮    ସ୍ନୁହୀ ଚତୁର୍ଦ୍ଦଶୀ, ଶିବ ଚତୁର୍ଦ୍ଦଶୀ ଓ ବେଢ଼ା, ଚନ୍ଦ୍ରକ୍ଷୟ, ନିଶିପାଳନ ଶରଣଶଷ, ସବେ-କଦର (ପୂର୍ବରାତ୍ରି), ହଳ ନିଷେଧ

ତା୨୯    ମଧୁ ଅମାବାସ୍ୟା, ବାସନ୍ତୀକ ଶ୍ରୀ ଦୁର୍ଗାଦେବ୍ୟା ନବଦିନାତ୍ମକ ପୂଜାରମ୍ଭ

ତା୩୦    ଦ୍ଵିତୀୟାର ଚନ୍ଦ୍ର ଦର୍ଶନ, ତେଲୁଗୁ ନୂତନବର୍ଷ ସୃଷ୍ଟି ଆରମ୍ଭ ଦିବସ ଓ ସମ୍ବତ ୨୦୮୨ ପ୍ରବେଶ

ତା୩୧    ଇଦୁଲ ଫିତର

ବିବାହ-ତା୧୧୧୧୨ ରିଖ।

ବ୍ରତ-ତା୨୧୦ ରିଖ।

Odia calendar April 2025



ପର୍ବଦିନ Odia calendar April 2025

ତା୧       ଉତ୍କଳ ଦିବସ

ତା୨       ଶ୍ରୀ ଦୁର୍ଗାଦେବ୍ୟା ପଞ୍ଚମାଦି କଳ୍ପାରମ୍ଭ

ତା୩       ଶ୍ରୀମନ୍ଦିରେ ଚୈତ୍ର ଗୁଣ୍ଡିଚା ଯାତ୍ରା, ବାସନ୍ତୀକ ଶ୍ରୀ ଦୁର୍ଗାଦେବ୍ୟାଃ ବିଲ୍ଵବରଣ

ତା୪       ବାସନ୍ତୀକ ଶ୍ରୀ ଦୁର୍ଗାଦେବ୍ୟାଃ ସପ୍ତମୀ ଓ ମହାଷ୍ଟମୀ ପୂଜା, ଶ୍ରୀ ଲିଙ୍ଗରାଜ ଦେବୀଙ୍କର ରଥ ପ୍ରତିଷ୍ଠା

ତା୫       ଅଶୋକାଷ୍ଟମୀ, ଶ୍ରୀ ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥଯାତ୍ରା, ଶ୍ରୀ ବାସନ୍ତୀଦୁର୍ଗା ଦେବ୍ୟାଃ ମହାନବମୀ ପୂଜା

ତା୬       ଶ୍ରୀରାମ ନବମୀ, ବାସନ୍ତୀକ ଶ୍ରୀ ଦୁର୍ଗାଦେବ୍ୟାଃ ବିଶ୍ରାମ

ତା୭       ବାସନ୍ତୀକ ଦଶହରା

ତା୮       କାମଦା ଏକାଦଶୀ ଉପବାସ, ସୀତା ବିବାହ, ହଳ ନିଷେଧ

ତା୧୦    ଅନଙ୍ଗ ତ୍ରୟୋଦଶୀ

ତା୧୧    ଶିବ ଓ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀ

ତା୧୨    ଚୈତ୍ର ପୂର୍ଣ୍ଣିମା, ହିଙ୍ଗୁଳା ଯାତ୍ରା

ତା୧୩    ମାସାନ୍ତ, ବୈଶାଖ ବ୍ରତାରମ୍ଭ, ବର୍ଷଶେଷ

ତା୧୪    ମହାବିଷୁଭ ପଣା ସଂକ୍ରାନ୍ତି, ରାଧାରମଣ ଦବ, ମହାବୀର ଓ ହନୁମାନ ଜୟନ୍ତୀ, ହଳ ନିଷେଧ

ତା୨୦    ଶରଣ ଆରମ୍ଭ

ତା୨୪    ବରୁଥିନୀ ଏକାଦଶୀ, ଶରଣ ଶଷ, ହ.ନି.

ତା୨୬    ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା

ତା୨୭    ରୁକ୍ମିଣୀ ଅମାବାସ୍ୟା, ସୂର୍ଯ୍ୟମହତି ସ୍ନାନ ଚନ୍ଦ୍ରକ୍ଷୟ, ନିଶିପାଳନ ଓ ହଳ ନିଷେଧ

ତା୨୯    ଦ୍ଵିତୀୟାର ଚନ୍ଦ୍ର ଦର୍ଶନ

ତା୩୦    ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରାରମ୍ଭ, ପଶୁର୍ରାମ ଜୟନ୍ତୀ।

ବିବାହ-ତା୧୮୨୨୨୯୩୦

ବ୍ରତ-ତା୨୩୦

Odia calendar May 2025



ପର୍ବଦିନ Odia calendar May 2025

ତା୧       ଶ୍ରମିକ ଦିବସ

ତା୨       ଜଗତ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ

ତା୩       ରାମାନୁଚାର୍ଯ୍ୟଙ୍କ ଜୟନ୍ତୀ, ଶନିଶ୍ଚର ମହାଯଜ୍ଞ

ତା୫       ନିଳାଦ୍ରୀ ମହୋଦୟାଷ୍ଟମୀ, ସୀତା ନବମୀ

ତା୮       ମୋହିନୀ ଏକାଦଶୀ, ଲକ୍ଷ୍ମୀନାରାୟଣ ଏକାଦଶୀ ବ୍ରତ ଓ ହଳ ନିଷେଧ

ତା୧୧    ନୃସିଂହ ଜନ୍ମ ଚତୁର୍ଦ୍ଦଶୀ ଉପବାସ, ଶିବ ଓ ବେଢ଼ା ପରିକ୍ରମା

ତା୧୨    ଚନ୍ଦନ ପୂର୍ଣ୍ଣିମା, ଚନ୍ଦ୍ରପୂଜା, ବୁଦ୍ଧ ଜୟନ୍ତୀ, ବୈଶାଖ ବ୍ରତ ସମାପନ

ତା୧୪    ମାସାନ୍ତ

ତା୧୫    ବୃଷ ସଂକ୍ରାନ୍ତି, ବୃହସ୍ପତି ସଞ୍ଚାର ଓ ହଳ ନିଷଧ

ତା୧୭    ଶରଣ ଆରମ୍ଭ

ତା୧୯    ଶ୍ରୀକ୍ଷେତ୍ରେ ଭଉଁରୀ

ତା୨୦    ଉତ୍କଳେ ଭଉଁରୀ ଓ ଶ୍ରୀକ୍ଷେତ୍ର ହଳଦୀ ପାଣି, ୨୨-ଶରଣ ଶେଷ

ତା୨୩    ଜଳକ୍ରୀଡ଼ା ଏକାଦଶୀ ଉପବାସ ଓ ହ.ନି.

ତା୨୫    ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା

ତା୨୬    ସାବିତ୍ରୀ ବ୍ରତ, ଚନ୍ଦ୍ରକ୍ଷୟ ନିଶିପାଳନ ଓ ହଳ ନିଷେଧ।

ତା୨୭    ଜ୍ୟେଷ୍ଠ ଅମାବାସ୍ୟା, ଗୋସହସ୍ରୀ ସ୍ନାନ

ତା୨୮    ଚନ୍ଦ୍ରଦର୍ଶନ, ପୂଜା ଓ ଉପବାସ

ତା୨୯    ରମ୍ଭା ତୃତୀୟା

ତା୩୦    ଉମା ଚତୁର୍ଥୀ

ତା୩୧    ଶିବ ବିବାହ

ବିବାହ-ତା୭୧୩୧୭୧୮୧୯୨୨୨୩୨୪୨୫୨୮ରିଖ।

ବ୍ରତ-ତା୧୧୩୨୮ରିଖ

Odia calendar June 2025



ପର୍ବଦିନ Odia calendar June 2025

ତା୧       ଶୀତଳ ଷଷ୍ଠୀ, ଶ୍ରୀମନ୍ଦିରେ ଜଳକ୍ରୀଡ଼ା

ତା୫       ଗଙ୍ଗା ଦଶହରା ଓ ସୁଦଶା ବ୍ରତ

ତା୬       ରୁକ୍ମିଣୀ ବିବାହ, ନିର୍ଜନା ଏକାଦଶୀ ଉପବାସ ଓ ହଳ ନିଷେଧ

ତା୭       ଚମ୍ପକ ଦ୍ଵାଦଶୀ, ଇଦୁୁଜୁହା

ତା୯       ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢ଼ା

ତା୧୦    ପୂର୍ଣ୍ଣିମାର ଚନ୍ଦ୍ରପୂଜା  

ତା୧୧    ଦେବସ୍ନାନ ପୂର୍ଣ୍ଣିମା, ଅନବସର ଆରମ୍ଭ

ତା୧୨    ଅଲାରନାଥଙ୍କ ଦର୍ଶନ ଆରମ୍ଭ   

ତା୧୪    ପ୍ରଥମ ରଜ, ଶରଣ ଆରମ୍ଭ, ମାସାନ୍ତ

ତା୧୫    ମିଥୁନ (ରଜ) ସଂକ୍ରାନ୍ତି ଓ ହ.ନି.

ତା୧୬    ଭୂଦାହ, ଅଣସର ପଞ୍ଚମୀ

ତା୧୭    ବସୁମତୀ ସ୍ନାନ

ତା୧୮    ଶରଣ ଶେଷ

ତା୨୧    ଅଣସର ଦଶମୀ, ଖଳିଲାଗି ଏକାଦଶୀ ଓ ହଳ ନିଷେଧ

ତା୨୨    ଅଣସର ଦ୍ଵାଦଶୀ, ପଠାଣି ସାମନ୍ତଙ୍କ ତିରୋଧାନ ଦିବସ।

ତା୨୩    ଅଣସର ତ୍ରୟୋଦଶୀ

ତା୨୪    ଶିବ ଚତୁର୍ଦ୍ଦଶୀ ଓ ବେଢ଼ା

ତା୨୫    ଅମାବାସ୍ୟା ଓ ହଳନିଷେଧ

ତା୨୬    ନେତ୍ରୋତ୍ସବ, ନବଯୌବନ ଦର୍ଶନ, ଉଭାଯାତ୍ରା, ଚନ୍ଦ୍ର ଦର୍ଶନ ଓ ପୂଜା

ତା୨୭    ଶ୍ରୀଗୁଣ୍ଡିଚା (ରଥଯାତ୍ରା)

ବିବାହ-ତା୨

Odia calendar July 2025



ପର୍ବଦିନ Odia calendar July 2025

ତା୧       ହେରା ପଞ୍ଚମୀ

ତା୩       ପର୍ଶୁରାମାଷ୍ଟମୀ ଓ ନବମୀର ସନ୍ଧ୍ୟା ଦର୍ଶନ

ତା୫       ବାହୁଡ଼ା ଯାତ୍ରା

ତା୬       ହରିଶୟନ (ବଡ଼) ଏକାଦଶୀ ଉପବାସ, ରବିନାରାୟଣ ବ୍ରତ, ମହାପ୍ରଭୁଙ୍କ ରଥ ଉପରେ ସୁନାବଶ, ମହରମ ପର୍ବ, ହ.ନି.

ତା୭       ଗରୁଡ଼ ଶୟନୋତ୍ସବ, ଅଧରପଣା

ତା୮       ଶ୍ରୀ ଜୀଉଙ୍କ ନିଳାଦ୍ରୀ ବିଜେ

ତା୯       ଶିବ ଶୟନ ଚତୁର୍ଦ୍ଦଶୀ ଓ ବେଢ଼ା

ତା୧୦    ବ୍ୟାସ ଗୁରୁ ପୂର୍ଣ୍ଣିମା ଓ ଚନ୍ଦ୍ରପୂଜା

ତା୧୧    ଶରଣ ଆରମ୍ଭ

ତା୧୪    ଶ୍ରାବଣ ପ୍ରଥମ ସୋମବାର ଓ ବୋଲ୍ବମ୍ ଆରମ୍ଭ।

ତା୧୫    ମନସା ପଞ୍ଚମୀ ଓ ଶରଣ ଶେଷ

ତା୧୬    ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି ଓ ହ.ନି.

ତା୨୧    କାମଦା ଏକାଦଶୀ, ଚକ୍ରବୁଲ, ହ.ନି.

ତା୨୩    ଶିବ ଚତୁର୍ଦ୍ଦଶୀ ଓ ବେଢ଼ା        

ତା୨୪    ଚିତାଲାଗି ଅମାବାସ୍ୟା, ଚନ୍ଦ୍ର କ୍ଷୟ, ନିଶିପାଳନ, ହଳ ନିଷେଧ

ତା୨୬    ଦ୍ଵିତୀୟାରେ ଚନ୍ଦ୍ର ଦର୍ଶନ

ତା୨୯    ଜାଗ୍ରଦ୍ଗୌରୀ ପଞ୍ଚମୀ 

Odia calendar August 2025


ପର୍ବଦିନ Odia calendar August 2025

ତା୪       ଶ୍ରୀମନ୍ଦିରେ ଝୁଲଣ ଯାତ୍ରା ଆରମ୍ଭ

ତା୫       ପୁତ୍ରଦା ଏକାଦଶୀ, ପବିତ୍ରାଧିବାସ, ହ.ନି

ତା୬       ବିଷ୍ଣୁ ପବିତ୍ରାରୋପଣ

ତା୭       ଶିବ ପବିତ୍ରାରୋପଣ ଚତୁର୍ଦ୍ଦଶୀ ଶରଣ ଆରମ୍ଭ

ତା୮       ପୂର୍ଣ୍ଣିମାର ଚନ୍ଦ୍ର ପୂଜା

ତା୯       ଗହ୍ମାପୂର୍ଣ୍ଣିମା, ଶ୍ରୀ ବଳଭଦ୍ର ଜନ୍ମ, ରାକ୍ଷୀବନ୍ଧନ

ତା୧୦    ଶ୍ରୀମନ୍ଦିରେ ଝୁଲଣ ଶେଷ

ତା୧୨    ଅଙ୍ଗଭେଟ ତୃତୀୟା, ଶରଣଶେଷ

ତା୧୩    ବୁଧିବାମନ ଓଷା, ଶ୍ରୀମନ୍ଦିରେ ରେଖାପଞ୍ଚମୀ ଓ ଗୃହିଣାଂରକ୍ଷା ପଞ୍ଚମୀ

ତା୧୫    ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ୭୯ତମ ସ୍ବାଧୀନତା ଦିବସ ଓ ଶ୍ରୀଅରବିନ୍ଦଙ୍କ ଜୟନ୍ତୀ ଓ ଶ୍ରୀ ଶ୍ରୀ ଆଦିତ୍ୟ ନାରାୟଣ ଦାସଙ୍କ ଜନ୍ମୋତ୍ସବ, ମାଛଗଁ, ଜଗତ୍ସିଂହପୁର

ତା୧୭    ଖୁଦୁରୁକୁଣୀ ଓଷା, ସିଂହ ସଂକ୍ରାନ୍ତି ଓ ହଳ ନିଷେଧ

ତା୧୯    କାଳୀୟଦଳନ ଏକାଦଶୀ ଓ ହ.ନି

ତା୨୧    ଶିବଚତୁର୍ଦ୍ଦଶୀପୋବାସ ଓ ବେଡ଼ା

ତା୨୨    ଗୃହାଣାଂ ସପ୍ତପୁରୀ ଭୋଗ, ଚନ୍ଦ୍ରକ୍ଷୟ ନିଶିପାଳନ ଓ ହଳ ନିଷେଧ

ତା୨୩    ଅମାବାସ୍ୟା, ଶ୍ରୀମନ୍ଦିରେ ସପ୍ତପୁରୀ ଭୋଗ।

ତା୨୪    ଚନ୍ଦ୍ରଦର୍ଶନ

ତା୨୬    ବାଲିତୃତୀୟା, ଗୌରୀବ୍ରତ

ତା୨୭    ଶ୍ରୀଗଣେଶ ଚତୁର୍ଥୀ ବ୍ରତ

ତା୨୮    ଋଷି ପଞ୍ଚମୀ, ଗୁରୁପଞ୍ଚମୀ ବ୍ରତ, ପଶ୍ଚିମ ଓଡ଼ିଶାରେ ନୂଆଖାଇ ପର୍ବ

ତା୨୯    ଷଷ୍ଠୀ ଓଷା, ସୋମନାଥ ବ୍ରତାରମ୍ଭ

ତା୩୦    ଲଳିତା ସପ୍ତମୀ, କୁକ୍କୁଟୀ ବ୍ରତ,

ତା୩୧    ଶ୍ରୀରାଧାଷ୍ଟମୀ, ଦୁର୍ଗାଷ୍ଟମୀ, ଶ୍ରୀ ଦୁର୍ଗାଦେବ୍ୟା ଶୟନୋତ୍ସବ

Odia calendar September 2025



ପର୍ବଦିନ Odia calendar September 2025

ତା୧       ତାଳ ନବମୀ ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୟନ୍ତୀ

ତା୩       ପାଶ୍ଵର୍ପରିବତ୍ତର୍ନ (ବଡ଼) ଏକାଦଶୀ, ହ.ନି

ତା୪       ସୁନିଅଁ ୧୪୩୩ ସାଲ ଅ୬୯ଙ୍କ ପ୍ରବଶ, ବାମନ ଜନ୍ମ ଓ ଇନ୍ଦ୍ରଧ୍ଵଜ ପୂଜା, ଗରୁଡ଼ ପାଶ୍ଵର୍ପରିବତ୍ତର୍ନ, ଶରଣ ଆରମ୍ଭ

ତା୫       ଗୁରୁ ଦିବସ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜୟନ୍ତୀ, ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ, ମିଲାଦୁନ୍ନବି

ତା୬       ଅଘୋର ଚତୁର୍ଦ୍ଦଶୀ, ଅନନ୍ତ ବ୍ରତ ଓ ଶ୍ରୀ ଦୁର୍ଗା ଓ ଶିବଙ୍କ ପାଶ୍ଵର୍ପରିବତ୍ତର୍ନ

ତା୭       ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା, ଭାଗବତ ଜନ୍ମ, ଚନ୍ଦ୍ରପୂଜା ଓ ଚନ୍ଦ୍ରଗ୍ରହଣ

ତା୮       ଅପରପକ୍ଷାରମ୍ଭ ଓ ଶରଣ ଶେଷ

ତା୧୧    ଅଶ୍ଵ ପଞ୍ଚମୀ, ତା୧୩- ଗଜଷଷ୍ଠୀ

ତା୧୪    ଦେବୁ୍ୟତ୍ଥାପନ, ମୂଳାଷ୍ଟମୀ, ସହସ୍ର କୁମ୍ଭାଭିଷକ, ଦ୍ଵିତୀବାହନ ଓଷା ଓ ଷୋଡ଼ଶଦିନାତ୍ମକ ପୂଜାରମ୍ଭ

ତା୧୭    କନ୍ୟା ସଂକ୍ରାନ୍ତି, ବିଶ୍ଵକର୍ମା ପୂଜା, ଇନ୍ଦିରା ଏକାଦଶୀ, ହଳ ନିଷେଧ

ତା୨୦    ଶିବଚତୁର୍ଦ୍ଦଶୀ ଓ ବେଡ଼ା

ତା୨୧    ମହାଳୟା ଅମାବାସ୍ୟା, ଫୁଲ୍ଲେରୀ ଓଷା, ଚନ୍ଦ୍ରକ୍ଷୟ ଓ ନିଶିପାଳନ, ସୂର୍ଯ୍ୟମହତି ସ୍ନାନ ଓ ହଳ ନିଷେଧ।

ତା୨୨    ଶ୍ରୀଦୁର୍ଗାଦେବ୍ୟାଃ, ନବଦିନାତ୍ମକ ପୂଜାରମ୍ଭଃ, ଶ୍ରୀବିରଜାଦେବୀଙ୍କ ରଥଯାତ୍ରା

ତା୨୩    ଚନ୍ଦ୍ରଦର୍ଶନ

ତା୨୬    ନତଃ ପଞ୍ଚମୀ ଓ ବିରଜାଦେବୀଙ୍କ ପଞ୍ଚମୀ ହୋମ

ତା୨୭    ତପଃଷଷ୍ଠୀ, ବିଲ୍ଵାବରଣ

ତା୨୮    ପୀଠେ ଶ୍ରୀ ଦୁର୍ଗାଦେବୀଙ୍କ ତ୍ରିଦିନାତ୍ମକ ସପ୍ତମୀ ପୂଜା

ତା୨୯    ପୀଠେ ମହାଷ୍ଟମୀ, ଶ୍ରୀ ମୃଣ୍ମୟୀ ଦେବୀଙ୍କ ତ୍ରିଦିନାତ୍ମକ ସପ୍ତମୀ ପୂଜା

ତା୩୦    ପୀଠେ ମହାନବମୀ, ଶ୍ରୀ ମୃଣ୍ମୟୀ ଦେବୀଙ୍କ ମହାଅଷ୍ଟମୀ ପୂଜା, ସନ୍ଧିପୂଜା

Odia calendar October 2025



ପର୍ବଦିନ Odia calendar October 2025

ତା୧       ମୃଣ୍ମୟୀ ଶ୍ରୀ ଦୁର୍ଗା ଦେବୀଙ୍କର ମହାନବମୀ, ପୀଠେ ବିଶ୍ରାମ, ଶରଣ ଆରମ୍ଭ।

ତା୨       ପୀଠେ ଦେବୀ, ମୃଣ୍ମୟୀ ଦେବୀ, ଶ୍ରୀମନ୍ଦିରରେ ଓ ସର୍ବତ୍ର ଦଶହରା, ସୁଦଶାବ୍ରତ, ସୋମନାଥ ବ୍ରତ ଉଦ୍ଯାପନ, ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ

ତା୩       ଭଷାଣି ଯାତ୍ରା ଓ ପାପାଙ୍କୁଶ ଏକାଦଶୀ ଉପବାସ, ଗୋଷାଣ ଯାତ୍ରା ଓ ହଳ ନିଶେଧ

ତା୪       ଗ୍ୟାରୁଁହିଁ ସରିଫ୍

ତା୫       ଶିବ ଚତୁର୍ଦ୍ଦଶୀ ଓ ବେଢ଼ା, ଶରଣଶେଷ

ତା୬       କୁମାରୋତ୍ସବ, ଗଜଲକ୍ଷ୍ମୀ ପୂଜା ଓ ଚନ୍ଦ୍ରପୂଜା

ତା୭       କୁମାର ପୂର୍ଣ୍ଣିମା ଓ କାତ୍ତର୍ିକ ବ୍ରତାରମ୍ଭ

ତା୧୭    ତୁଳା (ଗର୍ଭଣା) ସଂକ୍ରାନ୍ତି, ରମା ଏକାଦଶୀ ଗୋବତ୍ସା ଦ୍ଵାଦଶୀ ଓ ହଳ ନିଷେଧ

ତା୧୯    ଧନ୍ଵନ୍ତରୀ ଜୟନ୍ତୀ ଓ ନରକ ଚତୁର୍ଦ୍ଦଶୀ

ତା୨୦    ଶ୍ୟାମାକାଳୀ ପୂଜା, ଚନ୍ଦ୍ରକ୍ଷୟ ଓ ନିଶିପାଳନ

ତା୨୧    ଦୀପାବଳୀ, ଅମାବାସ୍ୟା, ପୟାଶ୍ରାଦ୍ଧ, ଗୋ ସହସ୍ରା ସ୍ନାନ।

ତା୨୨    ଗୋବର୍ଦ୍ଧନ ପୂଜା

ତା୨୩    ଯମ ଓ ଭାତୃ ଦ୍ଵିତୀୟା, ଚନ୍ଦ୍ରଦର୍ଶନ

ତା୨୫    ନାଗ ଚତୁର୍ଥୀ

ତା୨୮    ଶରଣ ଆରମ୍ଭ

ତା୨୯    ଷୋଳଶାସନ ଅମୃତ ମଣୋହି ଭୋଗ

ତା୩୦    ଗୋଷ୍ଠାଷ୍ଟମୀ

ତା୩୧    ଅଁଳା ନବମୀ, ଜଗଦ୍ଧାତ୍ରୀ ପୂଜା ଓ ଶ୍ରୀରାଧାଙ୍କ ପାଦଦର୍ଶନ।

Odia calendar November 2025



ପର୍ବଦିନ Odia calendar November 2025

ତା୧       ଶରଦ୍ରାସାଧିବାସ

ତା୨       ଦେବୋତ୍ଥାପନ (ବଡ଼) ଏକାଦଶୀ, ଭୀଷ୍ମ ପଞ୍ଚକ ବ୍ରତ, ରବିନାରାୟଣ ବ୍ରତ, ଶରଦ୍ରାସାରମ୍ଭ, ଗରୁଡ଼ ଦ୍ଵାଦଶୀ ଓ ତୁଳସୀ ବିବାହ ଶରଣଶେଷ

ତା୪       ବଡ଼ଓଷା, ଶିବୋତ୍ଥାପନ ଓ ବୈକୁଣ୍ଠ ଚତୁର୍ଦ୍ଦଶୀ

ତା୫       ରାସପୂର୍ଣ୍ଣିମା, ବାଲିଯାତ୍ରା, କାତ୍ତର୍ିକେଶ୍ଵର ପୂଜା, କାତ୍ତର୍ିକ ବ୍ରତ ସମାପନ ଓ ଚନ୍ଦ୍ରପୂଜା

ତା୬       ଛାଡ଼ଖାଇ, ମାର୍ଗଶୀର ଗୁରୁବାର

ତା୯       ସୀତା ବିବାହ

ତା୧୦    ଶ୍ରୀକ୍ଷେତ୍ର ପରିକ୍ରମା

ତା୧୨    ପ୍ରଥମାଷ୍ଟମୀ

ତା୧୩    କାଞ୍ଜିଅଁଳା ନବମୀ, ମାଣବସା ଗୁରୁବାର   

ତା୧୪    ଶିଶୁଦିବସ, ଜବାହାରଲାଲ ନେହରୁ ଜୟନ୍ତୀ

ତା୧୫    ଉପିନ୍ନା ଏକାଦଶୀ ଉପବାସ ଓ ହଳ ନିଷେଧ          

ତା୧୬    ବିଛା ସଂକ୍ରାନ୍ତି, କାତ୍ତର୍ିକେୟ ପୂଜା ଓ ହଳ ନିଷେଧ

ତା୧୮    ଶିବଚତୁର୍ଦ୍ଦଶୀ ଉପବାସ

ତା୧୯    ଶ୍ରୀମନ୍ଦିରେ ଦେବଦୀପାବଳୀ ଆରମ୍ଭ ଓ ଚନ୍ଦ୍ରକ୍ଷୟ      

ତା୨୦    ମହୋଦଧି ଅମାବାସ୍ୟା ଓ ମଧ୍ୟ ଦେବ ଦୀପାବଳୀ

ତା୨୧    ଦେବଦୀପାବଳୀ ସମାପ୍ତି ଓ ଚନ୍ଦ୍ର ଦର୍ଶନ

ତା୨୩    ରମ୍ଭାତୃତୀୟା ତା୨୪ ଶରଣ ଆରମ୍ଭ

ତା୨୫    କୁରାଳ ପଞ୍ଚମୀ

ତା୨୬    ଓଢ଼ଣ ଓ ପ୍ରାବରଣ ଷଷ୍ଠୀ

ତା୨୭    ମାଣବସା ଗୁରୁବାର

ତା୨୯    ଶରଣ ଶେଷ

ବିବାହ-ତା୨୩୨୪୨୫୨୬୩୦ ରିଖ। (ଆବଶ୍ୟକସ୍ଥଳେ)

Odia calendar December 2025



ପର୍ବଦିନ Odia calendar December 2025

ତା୧       ମୋକ୍ଷଦା ଏକାଦଶ ଓ ହଳ ନିଷେଧ

ତା୨       ବ୍ୟଞ୍ଜନ ଦ୍ଵାଦଶୀ     

ତା୩       ଅନଙ୍ଗ ତ୍ରୟୋଦଶୀ, ଗୀତା ଜୟନ୍ତୀ, ପାଷାଣ ଚତୁର୍ଦ୍ଦଶୀ, ଶିବ ଓ ବେଢ଼ା ପରିକ୍ରମା

ତା୪       ପଣ୍ଡୁ ଓଷା, ପୂର୍ଣ୍ଣିମା, ଚନ୍ଦ୍ରପୂଜା ଓ ମାଣବସା ଶେଷ ଗୁରୁବାର

ତା୬       ଦାଣ୍ଡ ପହଁରା ଓ ବାଟ ଓଷା

ତା୧୨    ପଠାଣି ସାମନ୍ତଙ୍କ ଜୟନ୍ତୀ

ତା୧୫    ସଫଳା ଏକାଦଶୀ ଉପବାସ ଓ ହ.ନି

ତା୧୬    ଧନୁ ସଂକ୍ରାନ୍ତି, ପହିଲି ଭୋଗ ଓ ହଳ ନିଷେଧ

ତା୧୮    ଶିବଚତୁର୍ଦ୍ଦଶୀ ଓ ଉପବାସ

ତା୧୯    ବକୁଳ ଅମାବାସ୍ୟା, ଶ୍ରୀମନ୍ଦିରେ ଓ ଗୃହିଣାଂ ବକୁଳ ଲାଗି, ଚନ୍ଦ୍ରକ୍ଷୟ, ଗୋବର୍ଦ୍ଧନ ପୀଠ ଗାରୋଇ ଆଶ୍ରମରେ ଶ୍ରୀ ଶ୍ରୀ ଶ୍ରୀ ମହାପୁରୁଷ ବୁଦ୍ଧନାଥ ଦାସଙ୍କ ଜନ୍ମୋତ୍ସବ, ମାଛଗଁ, ଜଗତ୍ସିଂହପୁର

ତା୨୧    ଦ୍ଵିତୀୟାର ଚନ୍ଦ୍ରଦର୍ଶନ

ତା୨୨    ଶରଣ ଆରମ୍ଭ

ତା୨୫    ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ (ବଡ଼ ଦିନ) ଓ ଗୁରୁପଞ୍ଚମୀ ବ୍ରତ

ତା୨୬    ଶରଣ ଶେଷ

ତା୩୦    ଶାମ୍ବଦଶମୀ, ପୁତ୍ରଦା ଏକାଦଶୀ ଉପବାସ ଓ ହଳ ନିଷେଧ

For Odia Calander 2024 Click Here ଓଡିଆ କ୍ୟାଲେଣ୍ଡର 2024 odia kohinoor calendar 2024 ପାଇଁ ଏଠାରେ Click କରନ୍ତୁ